ISRO launches Chandrayaan-3: ଚନ୍ଦ୍ରପୃଷ୍ଠକୁ ଗଲା ଚନ୍ଦ୍ରଯାନ-୩, ଏମିତି ଥିଲା ମିଶନର ପୂରା ପ୍ରସ୍ତୁତି

Fri, 14 Jul 2023-5:12 pm,

ଇତିହାସ ରଚିଛି ଭାରତ। ଆଜି ଅପରାହ୍ନ ୨ଟା ୩୫ ମିନିଟରେ ଚନ୍ଦ୍ର ଅଭିମୁଖେ ଯାତ୍ରା କରିଛି ଚନ୍ଦ୍ରଯାନ-୩। ଚନ୍ଦ୍ରକୁ ଗଲା ଚନ୍ଦ୍ରଯାନ-୩ । ଶ୍ରୀହରିକୋଟାସ୍ଥିତ ଲଞ୍ଚପ୍ୟାଡରୁ ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ ହୋଇଛି । ଏହା ୩ଟି ସୋପାନ ସଫଳତାର ସହ ଅତିକ୍ରମ କରି ମହାକାଶରେ ପହଞ୍ଚିଛି । ଏଲଭିଏମ୩-ଏମ୪ ରକେଟ ଜରିଆରେ ଏହା ମହାକାଶରେ ପହଞ୍ଚିଛି । ଆସନ୍ତା ଦେଢ ମାସ ମଧ୍ୟରେ ଏହା ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ମ୍ୟାନଜିନସ-ୟୁ କ୍ରେଟର ପାଖରେ ଅବତରଣ କରିବ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link