Video: ଯାତ୍ରା ମଞ୍ଚରୁ ଦର୍ଶକଙ୍କ କଥାର ଜବାବ ଦେଲେ ନିଶା ମହାରଣା, ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Sun, 20 Oct 2024-6:16 pm,

Video: ଯାତ୍ରା ଆରମ୍ଭ ପୂର୍ବରୁ ମେଲୋଡି କାର୍ଯ୍ୟକ୍ରମ ଆରମ୍ଭ ହୋଇଥାଏ । ମେଲୋଡିକୁ ଦମଦାର କରିବା ପାଇଁ କିଛି ଆଇଟମ ଗର୍ଲଙ୍କୁ ମଞ୍ଚରେ ସ୍ଥାନ ଦେଇଥାନ୍ତି ଯାତ୍ରା କମିଟି । ତେବେ ଜଲିଉଡ ଦୁନିଆର ଆଇଟମ ଗର୍ଲ ନିଶା ମହାରଣାଙ୍କୁ ଅନେକ ଯାତ୍ରା ଅନୁଷ୍ଠାନ ମଞ୍ଚରେ ଦେଖିବାକୁ ମିଳିଥାଏ । ନିକଟରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ମଞ୍ଚ ତଳେ ବସିଥିବା ଦର୍ଶକ 'ବୋଉ ମାରିବ' ଗୀତରେ ନୃତ୍ୟ ପରିବେଷଣ କରିବା ପାଇଁ ନିଶାଙ୍କୁ ଅନୁରୋଧ କରୁଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link