Kaavaalaa Viral Dance: ତମ୍ମନାଙ୍କୁ ପଛରେ ପକାଇଦେବେ ଏହି ଜାପାନ ଯୁବକ, ଦେଖନ୍ତୁ କାୱାଲା ଡ୍ୟାନ୍ସ ଭିଡିଓ

Tue, 15 Aug 2023-7:00 pm,

ତମନ୍ନା ଭାଟିଆ ଏବଂ ରଜନୀକାନ୍ତଙ୍କୁ ନେଇ ଫିଲ୍ମ‘ଜେଲର’ର ଗୀତ ‘କାଭାଲା’ ଏକ ଟ୍ରେଣ୍ଡରେ ପରିଣତ ହୋଇଛି! ଫୁଡ ବ୍ଲଗର ଠୁ ଆରମ୍ଭ କରି ଡ୍ୟାନ୍ସ ପର୍ଯ୍ୟନ୍ତ ଏହି ଡ୍ୟାନ୍ସ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ଅନେକ ସୋସିଆଲ୍ ମିଡିଆ ୟୁଜର୍ସ ଏହି ସିଙ୍ଗଲ ଆଇଟମ ନମ୍ବରରେ ଗ୍ରୋଭିଙ୍ଗ୍ ଭିଡିଓ ଅପଲୋଡ୍ କରିଛନ୍ତି । ବର୍ତ୍ତମାନ, ଏକ ଭିଡିଓ ସାମ୍ନାକୁ ଆସିଛି ଜଣେ ଜାପାନୀ ବ୍ୟକ୍ତି ଏହି ଗୀତରେ ନାଚୁଛନ୍ତି । ଯାହାକୁ ନେଇ ଇନଷ୍ଟାଗ୍ରାମରେ ଖୁବ କମେଣ୍ଟ୍ସ ଓ ଲାଇକ ଦେଖିବାକୁ ମିଳୁଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link