Video: କାହାକୁ ଓୟୋ ଏସି ରୁମ୍ ନେବାକୁ କହିଲେ ଅଭିନେତା ପିୟୁଷ ? ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 18 Oct 2024-8:51 pm,

Video: ଲୋକପ୍ରିୟ ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀଙ୍କର ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି । ପିୟୁଷ ଦମଦାର ଅଭିନୟ ସହିତ ଯାତ୍ରା ମଞ୍ଚରେ ଗୀତ ଗାଉଥିବା ଦେଖିବାକୁ ମିଳିଛି । ଆପଣଙ୍କୁ କହିରଖୁଛୁ ଯେ, ପୂର୍ବରୁ ପିୟୁଷ ତୁଳସୀ ଗଣନାଟ୍ୟରେ ଅଭିନୟ କରୁଥିଲେ କିନ୍ତୁ ଚଳିତବର୍ଷ ସେ ପାର୍ଟି ପରିବର୍ତ୍ତନ କରିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link