Nisha Maharana Video: ମୁଣ୍ଡରେ ଆଘାତ ପାଇବା ପରେ କେମିତି ଅଛନ୍ତି ନିଶା, ଭିଡିଓ କଲେ ସେୟାର

Rashmita Sahoo Fri, 11 Oct 2024-9:00 pm,

Nisha Maharana Video: ଯାତ୍ରା ଜଗତର ଜଣାଶୁଣା ଚେହେରା ନିଶା ମହାରଣା ନିଜର ହରକତ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଯାତ୍ରା ମଞ୍ଚରେ ତାଙ୍କର ଅଶ୍ଳୀଳ ନୃତ୍ୟ ପାଇଁ ଅନେକ ସମୟ ବିବାଦ ମଧ୍ୟକୁ ଠେଲି ହୋଇ ଯାଆନ୍ତି। ତେବେ ଏହାରି ମଧ୍ୟରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଯାତ୍ରା ମଞ୍ଚରେ ନିଶା ଅଶ୍ଳୀଳ ନୃତ୍ୟ ପରିବେଷଣ କରୁଥିବା ବେଳେ ଜଣେ ଦର୍ଶକ ତାଙ୍କ ଉପରକୁ ଚେୟାର ଫିଙ୍ଗିଥିଲେ । ଯାହା ତାଙ୍କ ଆଖିର ଉପର ପତାରେ ବାଜିଥିଲା। ତେବେ ଏହା ପରେ ତାଙ୍କ ଫ୍ୟାନ୍ସ ମାନେ ବି ବେଶ ଚିନ୍ତିତ ହୋଇଥିଲେ। ହେଲେ ଆଜି ଏକ ନୂଆ ଭିଡିଓ ସେୟାର କରିଛନ୍ତି ଯାତ୍ରାର ଆଇଟମ ଗାର୍ଲ ନିଶା ମହାରଣା।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link