Rani Panda: ଯାତ୍ରା ପେଣ୍ତାଲ୍ ନୁହେଁ, ରାସ୍ତା କଡରେ ରାଣୀ ପଣ୍ତା କଲେ ଧୂଆଁଧାର ଡାନ୍ସ, ଦେଖନ୍ତୁ ଏହି ସୁନ୍ଦର ଭିଡିଓ

Narmada Behera Thu, 03 Oct 2024-12:24 pm,

Rani Panda: ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ତା। ସେ ଅଧିକାଂଶ ସମୟରେ କୌଣସି ନା କୌଣସି ପ୍ରସଙ୍ଗ ପାଇଁ ବିବାଦର ଘେରରେ  ଥାଆନ୍ତି। ଦମଦାର ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ଯାତ୍ରାରେ ତାଙ୍କର ଆଇଟମ୍ ସଙ୍ଗ୍ ହେଉକି ଡାଇଲଗ୍ ସମସ୍ତଙ୍କ ହୃଦୟ ଜିତେ । ତେବେ, ଏହାରି ଭିତରେ ରାଣୀ ପଣ୍ତାଙ୍କର ଆଉ ଏକ ଭିଡି଼ଓ ଭାଇରାଲ୍ ହୋଇଛି। ଦେଖନ୍ତୁ, ରାସ୍ତାରେ ଗାଡି ରଖି କଣ କରୁଛନ୍ତି ଅଭିନେତ୍ରୀ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link