କାହା ପାଇଁ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ତାଙ୍କ ଏହି ବେଶ ? ଦେଖନ୍ତୁ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ

Narmada Behera Tue, 08 Oct 2024-9:33 am,

Rani Panda: ଯାତ୍ରା ଅଭିନେତ୍ରୀ ତଥା ମଞ୍ଚ କଳାକାର ରାଣୀ ପଣ୍ତା। ଅଧିକାଂଶ ସମୟରେ ସେ ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ତାଙ୍କର ଦମଦାର ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ଯାତ୍ରାରେ ତାଙ୍କର ଆଇଟମ୍ ସଙ୍ଗ୍ ହେଉକି ଡାଇଲଗ୍ ସମସ୍ତଙ୍କୁ ପାଗଳ କରେ। ତେବେ, ଏହାରି ଭିତରେ ରାଣୀ ପଣ୍ତାଙ୍କର ଆଉ ଏକ ଭିଡି଼ଓ ଭାଇରାଲ୍ ହୋଇଛି।  ଭିଡିଓରେ ଦେଖିବାକୁ ମିଳିଛି ଯେ, ରାଣୀ ପଣ୍ତା ଦୁର୍ଗାଙ୍କ ବେଶ ଧାରଣ କରିଛନ୍ତି। ଏହି ବେଶ କାହା ପାଇଁ ?

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link