Viral Video: ସାହୁ ଭାଉଜଙ୍କ ପରେ ଆଉ ଜଣେ ଯାତ୍ରା ଅଭିନେତ୍ରୀଙ୍କ ଭିଡିଓ ଭାଇରାଲ୍, ଦେଖନ୍ତୁ

Narmada Behera Sat, 12 Oct 2024-12:17 pm,

Viral Video: ନିକଟରେ, ଯାତ୍ରା ମଞ୍ଚଳରେ ସାହୁ ଭାଉଜଙ୍କ ଅଶ୍ଲୀଳ ନୃତ୍ୟ ପରିବେଶଣ କରିଥିଲେ। ଆଉ  ପରେ ସେ କ୍ଷମା ପ୍ରାର୍ଥନା କରିଥିଲେ। ଆଉ ଏବେ ପୁଣି ଥରେ ହଟ୍ ଡାନ୍ସର ଜଲଓ୍ବା ଦର୍ଶନ୍ତଙ୍କୁ ପେଣ୍ତାଲରେ ଦେଖାଉଛନ୍ତି।  ତେବେ,ଏହାରି ଭିତରେ ଆଉ ଜଣେ ଯାତ୍ରା ଅଭିନେତ୍ରୀଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଦେଖନ୍ତୁ ଏହି ଭିଡିଓ  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link