Viral Video: ଜଣେ ନୁହେଁ, ଯାତ୍ରା ମଞ୍ଚ ପଛପଟୁ ଏକାସାଙ୍ଗରେ ତିନି ଅଭିନେତ୍ରୀଙ୍କ ଭିଡିଓ ହେଲା ଭାଇରାଲ୍, ଦେଖନ୍ତୁ...
Narmada Behera Tue, 22 Oct 2024-12:20 pm,
Viral Video: ଗତକିଛି ଦିନ ତଳେ ଯାତ୍ରା ମଞ୍ଚରେ ସାହୁ ଭାଉଜଙ୍କ ଅଶ୍ଲୀଳ ନୃତ୍ୟ ପରିବେଷଣ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ସେ ପରେ କ୍ଷମା ପ୍ରାର୍ଥନା କରିଥିଲେ। ଆଉ ଏବେ ପୁଣି ଥରେ ହଟ୍ ଡାନ୍ସର ଜଲଓ୍ବା ଯାତ୍ରା ମଞ୍ଚରେ ଦେଖାଉଛନ୍ତି। ତେବେ, ଏହାରି ଭିତରେ ଯାତ୍ରା ମଞ୍ଚ ପଛପଟୁ ଜଣେ ନୁହେଁ ଏକାସାଙ୍ଗରେ ତିନି ଜଣଙ୍କ ଅଭିନେତ୍ରୀଙ୍କ ଭିଡିଓ ଭାଇରାଲ୍ ହେଉଛି। ଦେଖନ୍ତୁ....