Rani Priyadarshini: ଯାତ୍ରା ଷ୍ଟେଜରେ ଧୂଳି ଉଡ଼ାଇଲେ ରାନୀ ପ୍ରିୟଦର୍ଶିନୀ, ଭିଡିଓ ଭାଇରାଲ

Rashmita Sahoo Sat, 05 Oct 2024-1:00 pm,

Rani Priyadarshini: ପୁଣିଥରେ ଯାତ୍ରା ଷ୍ଟେଜରେ କମାଲ କଲେ ଡ୍ୟାନ୍ସର ରାନୀ ପ୍ରିୟଦର୍ଶିନୀ । ଯାତ୍ରା ଡ୍ୟାନ୍ସର ରାନୀ ପ୍ରିୟଦର୍ଶିନୀଙ୍କ ଖାଲି ଏଣ୍ଟ୍ରିରେ ହୋ ହୋ ହୋଇ ଉଠିଥିଲେ ଦର୍ଶକ। ତେବେ ରାନୀ ପ୍ରିୟଦର୍ଶିନୀ ମଧ୍ୟ ଜଣେ ଯାତ୍ରା ଡ୍ୟାନ୍ସର। ସେ ଅନେକ ଖ୍ୟାତି ମଧ୍ୟ ଅର୍ଜନ କରିଛନ୍ତି। ବିଭିନ୍ନ ଯାତ୍ରା ପେଣ୍ଜାଲରେ ସେ ଡ୍ୟାନ୍ସ କରି ଖୁବ ଚର୍ଚ୍ଚାକୁ ଆସିଛନ୍ତି। ତେବେ କିଛିଦିନ ତଳେ ସେ ଏକ ଭିଡିଓ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଆପଣ ବି ଦେଖନ୍ତୁ ଭିଡିଓ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link