Video: ଯାତ୍ରା ମଞ୍ଚର ଝଲମଲ ଆଲୁଅରୁ ପୁଣି ଏକ ଦୃଶ୍ୟ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 21 Oct 2024-2:43 pm,

Video: ଯାତ୍ରା ରଙ୍ଗମହଲ ମଞ୍ଚରୁ ଆଉ ଏକ ମେଲୋଡି ଡ୍ୟାନ୍ସ ଭାଇରାଲ ହୋଇଛି । ଯେଉଁଥିରେ କଳାକାରଙ୍କ ଦମଦାର ଜଲୱାର ଭରପୁର ମଜା ନେଉଛନ୍ତି ଦର୍ଶକ । ଜଣେ ଦର୍ଶକ ସୋସିଆଲ ମିଡିଆରେ ଏହି ଭିଡିଓକୁ ସେୟାର କରିବା ପରେ ସେଥିରେ ପ୍ରଶଂସକମାନେ ମତାମତ ଦେଉଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link