Video: ପୁଣି ଭାଇରାଲ୍ ହେଲା ଯାତ୍ରା ମଞ୍ଚର ଦୃଶ୍ୟ, ଦେଖନ୍ତୁ କିପରି ଚାଲିଛି ମେଲୋଡି

ସୌଭାଗ୍ୟ ରଞ୍ଜନ ମିଶ୍ର Tue, 08 Oct 2024-10:55 pm,

Video: ପ୍ରତି ଯାତ୍ରା ଅନୁଷ୍ଠାନ ନାଟକ ପରିବେଷଣ ପୂର୍ବରୁ ଦର୍ଶକଙ୍କ ମନୋରଞ୍ଜନ ପାଇଁ ମଞ୍ଚସ୍ଥ କରିଥାନ୍ତି ମେଲୋଡି କାର୍ଯ୍ୟକ୍ରମ । ଝଲମଲ ଲାଇଟ୍ ଏବଂ ଦମଦାର ସାଉଣ୍ଡରେ ଲାଇଭ୍ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥାନ୍ତି ଯାତ୍ରାପ୍ରେମୀ । ତେବେ ଏହାର ଏକ ଦୃଶ୍ୟ ପୁଣିଥରେ ଭାଇରାଲ୍ ହୋଇଛି ସୋସିଆଲ ମିଡିଆରେ । ଦେଖନ୍ତୁ ଏହି ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link