Viral Video: ସାହୁ ଭାଉଜଙ୍କ ପରେ ଯାତ୍ରା ମଞ୍ଚରେ ଜଲଓ୍ବା ଦେଖାଇଲେ ଅଭିନେତ୍ରୀ କାବେରୀ, ଭିଡିଓ ଭାଇରାଲ୍

Narmada Behera Wed, 16 Oct 2024-9:41 am,

Viral Video: ନିକଟରେ ଯାତ୍ରା ମଞ୍ଚରେ ସାହୁ ଭାଉଜଙ୍କ ଅଶ୍ଲୀଳ ନୃତ୍ୟ ପରିବେଷଣ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ସେ ପରେ କ୍ଷମା ପ୍ରାର୍ଥନା କରିଥିଲେ। ଆଉ ଏବେ ପୁଣି ଥରେ ହଟ୍ ଡାନ୍ସର ଜଲଓ୍ବା ଯାତ୍ରା ମଞ୍ଚରେ ଦେଖାଉଛନ୍ତି। ତେବେ, ଏହାରି ଭିତରେ ଆଉ ଜଣେ ଯାତ୍ରା ଅଭିନେତ୍ରୀଙ୍କ ଭିଡିଓ ଷ୍ଟେଜ୍ ରୁ ଭାଇରାଲ୍ ହେଉଛି। ଅଭିନେତ୍ରୀ ଜଣକ ହେଉଛନ୍ତି କାବେରୀ। ଦେଖନ୍ତୁ କାବେରୀ ଯାତ୍ରା ମଞ୍ଚରେ କଣ କରୁଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link