Jay Narayan: `ସମ୍ବଲପୁର ଜିଲ୍ଲାପାଳ ଓ SP କଣ ରୋମାନ୍ସ କରୁଥିଲେ କି?`

Tue, 16 Apr 2024-12:13 pm,

ସମ୍ବଲପୁର ଜିଲ୍ଲାପାଳ ଓ ଏସ ପି କଣ ରୋମାନ୍ସ କରୁଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର | ଗତବର୍ଷ ହନୁମାନ ଶୋଭାଯାତ୍ରା ସମୟରେ ଯେଉଁ ଦଙ୍ଗା ହୋଇଥିଲା ତାହା ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରାୟୋଜିତ | ଯେଉଁ ଜାଗା ରେ ଦଙ୍ଗା ହେଲା ସେ ଜାଗା ରେ ପୋଲିସ ମୃତୟନ ହୋଇ ନ ଥିଲେ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଜୟ ନାରାୟଣ | ସେଥିପାଇଁ ଏଭଳି ଘଟଣା ଘଟିଥିଲା | ସୂଚନା ଥାଉ କି ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ଏ ବର୍ଷ ହନୁମାନ ଶୋଭାଯାତ୍ରା କୁ ବାରଣ କରାଯାଇଛି |କୋଲକାତା ହାଇକୋର୍ଟ ର ଅର୍ଡର ଅନୁଯାୟୀ ସମସ୍ତ ଙ୍କୁ ରାଲି କିମ୍ବା ଶୋଭାଯାତ୍ରା କରାଯିବାର ଅଧିକାର ରହିଛି, କାହିଁକି ସମ୍ବଲପୁର ରେ ଏହାର ବିପରୀତ | କଣ ପାଇଁ ଏହି ଅଞ୍ଚଳ କୋର୍ଟ ର ଅର୍ଡର କୁ ଅବମାନନା କରାଯାଉଛି | ଗତବର୍ଷ ଯାହା ବି ହୋଇଛି ଆସନ୍ତା ବର୍ଷ ସବୁ ଠିକ ହୋଇଯିବ ବୋଲି କହିଲେ ଜୟ |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link