Sambalpur Mahostav: ସମ୍ବଲପୁର ମହୋତ୍ସବରେ ଝାରସୁଗୁଡ଼ା କଳାକାରଙ୍କୁ ଅସମ୍ମାନ ଅଭିଯୋଗ

Fri, 09 Feb 2024-3:13 pm,

ସମ୍ବଲପୁର ମହୋତ୍ସବ ରେ କଳାକାର ଙ୍କୁ ଅସମ୍ମାନ | ସମ୍ବଲପୁର ମହୋତ୍ସବ ର ମୁଖ୍ୟ ସପନ ମିଶ୍ର ଙ୍କ ନାଁ ରେ କଳାକାର ଙ୍କୁ ଅସମ୍ମାନ କରାଯିବାର ଅଭିଯୋଗ ଆଣିଲେ ଝାରସୁଗୁଡା ର କଳାକାର ଓ ଖୋଦ ଆୟୋଜକ|ଗତକାଲି ସନ୍ଧ୍ୟା ସମୟ ର କାର୍ଯ୍ୟକ୍ରମ ସମୟ ରେ ଅଧା ରୁ ଷ୍ଟେଜ ରେ ଚଢି ସପନ ମିଶ୍ର କଳାକାର ଙ୍କୁ ଅସମ୍ମାନ କରିବା ସହ ଷ୍ଟେଜ ର କଳାକାର ବାହାରିଯିବା ପାଇଁ କହିଥିଲେ |ଯାହା କି ବାହାରୁ ଆସିଥବା କଳାକାର ମାନଙ୍କୁ ବହୁତ ଅସମ୍ମାନ | ସେଥିପାଇଁ ଏହି କାର୍ଯ୍ୟକ୍ରମ କୁ ବନ୍ଦ କରାଯିବା ପାଇଁ ଆଜି ଆହୁତ ସାମ୍ବାଦିକ ସମ୍ମିଳନୀ ରେ କୁହାଯାଇଛି | ଏଭଳି କି ଖୁଦ ସମ୍ବଲପୁର ମହୋତ୍ସବ ର ଆୟୋଜକ କମିଟି ର ସଦସ୍ୟା ଙ୍କୁ ମଧ୍ୟ ଅଭଦ୍ର ଭାଷା ରେ ଗଳି ଗୁଲଜ କରିଥିବାର ଅଭିଯୋଗ ହୋଇଛି |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link