Dipali Das: ବାପା ନବଦାସଙ୍କ ମୃତ୍ୟୁରେ ନ୍ୟାୟ କଥାକୁ ନେଇ ଏପରି କହିଲେ ଝିଅ ଦିପାଳୀ ଦାସ

Mon, 15 Jan 2024-1:39 pm,

ରାଜ୍ୟ ର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାଶ ଙ୍କ ହତ୍ୟାକାଣ୍ଡ ବର୍ତମାନ ପର୍ଯ୍ୟନ୍ତ ରହସ୍ୟ ଘେରରେ ରହିଛି | ପରିବାର ଲୋକଙ୍କୁ ଉଚିତ ନ୍ୟାୟ ମିଳିଛି କି ବୋଲି ସାମ୍ବାଦିକ ଙ୍କ ପ୍ରଶ୍ନ ର ଉତ୍ତର ରେ ଝାରସୁଗୁଡା ବିଧାୟିକା ଦୀପାଳି ଦାଶ ଆଇନ ତା ବାଟରେ ଅଛି ବୋଲି କହିଥିଲେ |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link