Jhilik Viral Video: ନିଜ ଦୁଇ ଝିଅଙ୍କ କେମିତି ମସ୍ତି କରୁଛନ୍ତି ଅଭିନେତ୍ରୀ ଝିଲିକ୍? ଦେଖନ୍ତୁ ଏହି ସୁନ୍ଦର ଭିଡିଓ

Narmada Behera Fri, 13 Sep 2024-1:40 pm,

Jhilik Viral Video: ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ। ଓଡିଆ ସିନେ ଜଗତର ଜଣାଶୁଣା ନାଁ। ଅଭିନେତ୍ରୀ ଏକାଧିକ ଓଡିଆ ଫିଲ୍ମରେ ଅଭିନୟ କରିଛନ୍ତି। କହିବାକୁ ଗଲେ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କ ଦମଦାର ଅଭିନୟ ଫ୍ୟାନ୍ସଙ୍କ ମନ କିଣେ। ତେବେ, ଏହାରି ଭିତରେ ଅଭିନେତ୍ରୀଙ୍କର ଏକ ଭିଡି଼ଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ତେବେ, ଦେଖନ୍ତୁ ଏହି ଭିଡି଼ଓ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link