Dezy Viral Video: ସୋସିଆଲ୍ ମିଡିଆରେ ଘୂରି ବୁଲୁଛି ୟୁଟ୍ୟୁବର୍ କାଳିଆ ଷଣ୍ତଙ୍କ ସ୍ତ୍ରୀ ଡେଜିଙ୍କର ଏହି ଭିଡିଓ, ଦେଖନ୍ତୁ

Narmada Behera Wed, 25 Sep 2024-11:28 am,

Dezy Viral Video: କମେଡିଆନ୍ ତଥା ୟୁଟ୍ୟୁବର୍ କାଳିଆ ଷଣ୍ତ। କାଳିଆ ଷଣ୍ତଙ୍କୁ ଅନେକ ସମୟରେ ମିଷ୍ଟର ଗୁଲୁଆଙ୍କ ସହ କମେଡି ସୋରେ ଦେଖିବାକୁ ମିଳେ। ତେବେ, ଏହାରି ଭିତରେ କାଳିଆ ଷଣ୍ତଙ୍କ ପତ୍ନୀ ଡେଜିଙ୍କ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଦେଖନ୍ତୁ ଏହି ଭିଡି଼ଓ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link