Dhanuyatra: ସେଲଟ୍ୟାକ୍ସ ଅଧିକାରୀଙ୍କୁ ୨୦ ଲକ୍ଷ ସ୍ବର୍ଣ୍ଣ ମୁଦ୍ରାର ଅର୍ଥ ଦଣ୍ଡରେ ଦଣ୍ଡିତ କଲେ କଂସ ମହାରାଜ

Sat, 20 Jan 2024-1:26 pm,

ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ର ମହାରାଜ କଂସ ମଥୁରା ନଗରୀ ଭ୍ରମଣ ରେ ବାହାରିଥିଲେ l ପ୍ରଥମେ ସ୍ଥାନୀୟ ସେଲଟେକ୍ସ କଲୋନୀ ସ୍ଥିତ ମୁକ୍ତେଶ୍ଵର ବାବାଙ୍କ ମନ୍ଦିରରେ ରୁଦ୍ରlଭିଷେକ କରି ବାବା ମୁକ୍ତେଶ୍ଵରଙ୍କର ପୂଜାର୍ଚନା କରିଥିଲେ ଏବଂ ପରେ ସେଲ ଟେକ୍ସ ଅଫିସ କୁ ପ୍ରତ୍ୟାବର୍ତ୍ତନ କରିଥିଲେ l ଠିକ ସେ କାମ କରୁନଥିବା ନେଇ ମହାରାଜ କଂସ ସେଲଟେକ୍ସ ଅଧିକାରୀ ମାନଙ୍କୁ ତାଗିଦ କରିଥିଲେ l ମଥୁରା ନଗରୀ ର ରାଜକୋଷ କୁ କମ ମାତ୍ରାରେ ରାଜସ୍ୱ ଆସୁଥିବା ରୁ ମହାରାଜ କଂସ ସେଲଟେକ୍ସ ଅଧିକାରୀଙ୍କୁ ଅଧିକରୁ ଅଧିକ ମାତ୍ରାରେ ଟିକସ ଆଦାୟ କରିବାକୁ ନିର୍ଦେଶ ଦେଇଥିଲେ l

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link