Up Kanwariyas Video: ଆକାଶରୁ କାଉଡିଆଙ୍କ ଉପରେ ବର୍ଷିଲା ଗୋଲାପ ପାଖୁଡା, ଦେଖନ୍ତୁ ଭିଡିଓ

Mon, 17 Jul 2023-4:56 pm,

Kanwariyas showered with flower petals from chopper by top official in UP । ଆକାଶ ମାର୍ଗରୁ ଫୁଲ ବର୍ଷା । ଏହି ଚିତ୍ରଟି ହେଉଛି ଉତ୍ତର ପ୍ରଦେଶର । ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ଏହି କାରଣରୁ କାଉଡିଆ ମାନେ ବିଭିନ୍ନ ଶୈବାଳୟରେ ଜଳଲାଗି କରୁଛନ୍ତି । ସେଥିପାଇଁ ତାଙ୍କର ଉତ୍ସାହକୁ ଦ୍ୱିଗୁଣିତ କରିବାକୁ ପ୍ରଶାସନ ଏପରି ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ବେଶ ପ୍ରଶଂସା ମିଳିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link