Aali Bhauja Viral: ସାହୁ ଭାଉଜ ପରେ ଭାଇରାଲ ହେଲା ଆଉ ଜଣେ ଭାଉଜଙ୍କ ଭିଡିଓ

Rashmita Sahoo Tue, 08 Oct 2024-4:41 pm,

କେନ୍ଦ୍ରପଡ଼ା ଜିଲ୍ଲା ଆଳି ଅଂଚଳରେ ଗତବର୍ଷ ଏକ ଖବର ସାମ୍ନାକୁ ଆସିଥିଲା ।ଯାହା ଖୁବ ଚର୍ଚ୍ଚା ସାଉଣ୍ଟୁ ଥିଲା। ଗୋଟିଏ ପଟେ ଝିଅଟିଏ ବାହାବେଦୀରେ ବସିଥିଲା । ଆଉ ଗୋଟିଏ ପଟେ ସେହି ଝିଅର ସୁଦ୍ଧିକ୍ରିୟା କରୁଥିଲେ ମା-ବାପା । ବିବାହ ବେଦୀରୁ ଶ୍ରାଦ୍ଧ ହେଉଥିବା ସ୍ଥଳର ଦୂରତା ମାତ୍ର ଦୁଇ ଶହ ମିଟର ଥିଲା । ସେହି ସମୟରେ ଦୀପାଞ୍ଜଳି ଓ ତାଙ୍କ ସ୍ୱାମୀ ରାଜେନ୍ଦ୍ର ଲାଇମ ଲାଇଟକୁ ଆସିଥିଲେ। ତେବେ ଏହି ବର୍ଷକ ମଧ୍ୟରେ ଖୁବ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଏ ଦୁହେଁ। ଏବେ ଏକ ଭିଡିଓ ସେୟାର କରିଛନ୍ତି ଦମ୍ପତି। ଯେଉଁଥିରେ ବସ୍ ସାମ୍ନାରେ ସମ୍ବଲପୁରୀ ଗୀତରେ ମସ୍ତ ଠୁମକା ଲଗାଇଛନ୍ତି ଉଭେୟ।    

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link