Odisha Election 2024: ବିଜୁ ଜନତା ଦଳର ନେତୃତ୍ୱ ଏବେ ନବୀନ ବାବୁଙ୍କ ହାତରେ ନାହିଁ: ଅନୁଭବ ମହାନ୍ତି, ଦେଖନ୍ତୁ ଏହି ଭିଡିଓ

ପ୍ରିୟମ୍ବଦା ରଣା Thu, 30 May 2024-4:02 pm,

Odisha Election 2024: ବିପ୍ଳବ ଦେବଙ୍କ ବାଲିକୁଦା-ଏରସାମ ରେ ନିର୍ବାଚନୀ ସଭା। ଓଡ଼ିଶାର ଲୋକେ ନିର୍ଣ୍ଣୟ କରିସାରିଛନ୍ତି ଏଥର ରାଜ୍ୟରେ ନିଶ୍ଚୟ ବିଜେପି ସରକାର ହେବ ଏବଂ ଓଡ଼ିଆ ପୁଅ ମୁଖ୍ୟମନ୍ତ୍ରୀ ହେବେ ବୋଲି ବାଲିକୁଦା-ଏରସାମ ନିର୍ବାଚନ ମଣ୍ଡଳୀର ମରିଚିପୁର ଠାରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ଦୃଢୋକ୍ତି ପ୍ରକାଶ କରିଛନ୍ତି। ବିଜେପି ସରକାର ହେଲେ ଓଡିଶାକୁ ୫ ବର୍ଷ ଭିତରେ ଏକ ନମ୍ବର ରାଜ୍ୟରେ ପରିଣତ କରାଯିବ। ଓଡିଶା ମହାପ୍ରଭୁ ଜଗନ୍ନାଥଙ୍କ ମାଟି କୋଣାର୍କ ସୂର୍ଯ୍ୟ ମନ୍ଦିରର ମାଟି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link