Prasant Jagdev: BJP ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହେବା ପରେ SPଙ୍କ ପ୍ରତିକ୍ରିୟା

Sun, 26 May 2024-1:00 pm,

ଗତକାଲି ବିଳମ୍ବିତ ରାତିରେ ଗିରଫ ହୋଇଛନ୍ତି ଚିଲିକା ବିଧାୟକ ତଥା ଖୋର୍ଦ୍ଧାର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ। ଗତକାଲି ସେ ବେଗୁନିଆରେ ଭୋଟ ଦେବା ବେଳେ ବୁଥ ଭିତରେ ଭଙ୍ଗାରୁଜା କରିଥିବାର ଅଭିଯୋଗ ହୋଇଛି। ଫଳରେ ସେତେବେଳେ ପୋଲିସ ତାଙ୍କୁ ନିଜ ଅଧିନକୁ ନେଇ ପଚରାଉଚୁରା କରିଥିଲା। ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରାଯାଇଥିଲା। ଜାମିନୀ ନାମାଞ୍ଜୁର ହେବା ପରେ ଜେଲ ଯାଇଥିବା ଜଣାପଡିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link