Khordha News: ଅମାନୁଷିକ ! ବିରୁଡି କାମୁଡିଲା ବୋଲି ଚତୁର୍ଥ ଶ୍ରେଣୀ ଛାତ୍ରୀକୁ ଛୁରୀ ତତାଇ ଚେଙ୍କ ଦେଲେ ଦିଦି

Sat, 02 Dec 2023-6:04 pm,

ଦିଦିଙ୍କ ଅମାନବୀୟ କାଣ୍ଡ । ବିରୁଡି କାମୁଡିଲା ବୋଲି ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଛୁରୀ ତତାଇ ଚେଙ୍କ ଦେଲେ ଦିଦି । ଆଉ ଅବସ୍ଥା ଏବେ ପୂରା ସଂଗୀନ । ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅସରଳା ପଚାଂୟତର ଅସରଳା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link