Kili Paul Dance: ସମ୍ବଲପୁରୀ ଗୀତରେ କିଲ୍ଲି ଓ ନିମା ପଲ୍ ଙ୍କ ଜବରଦସ୍ତ ଡ୍ୟାନ୍ସ, ଭାଇରାଲ ହେଲା ଭିଡିଓ

ରଶ୍ମିତା ସାହୁ Mon, 11 Sep 2023-5:40 pm,

ସମ୍ବଲପୁରୀ ଗୀତରେ ନାଚିଲେ କିଲ୍ଲି ଓ ନିମା ପଲ୍ । ନିଜ ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି କିଲ୍ଲି ଲେଖିଛନ୍ତି ଯେ, Where My Sambalpuri People At? Rate this । ଏହା ପରେ ଅନେକ ଫ୍ୟାନ୍ସ ତାଙ୍କୁ କମେଣ୍ଟସ ଦେଇ ଧନ୍ୟବାଦ ଦେଇଛନ୍ତି । କିଛି କିଛି ଫ୍ୟାନ୍ସ ଲେଖିଛନ୍ତି ଯେ, ଯାହା ହେଉ ସମ୍ବଲପୁରୀ ଭାଷାକୁ ବିଶ୍ୱ ଦରବାରରେ ପହଞ୍ଚାଇଥିବାରୁ ତମକୁ ବହୁତ ବହୁତ ଧନ୍ୟବାଦ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link