Kili And Neema Dance: ଗଦ୍ଦର ଗୀତରେ ନାଚିଲେ କିଲ୍ଲି ଓ ନିମା ପଲ୍, ଫ୍ୟାନ୍ସ କହିଲେ...

ରଶ୍ମିତା ସାହୁ Tue, 22 Aug 2023-5:46 pm,

ସନ୍ନି ଦେଓଲଙ୍କ ଅଭିନୀତ 'ଗଦ୍ଦର ୨'କୁ ନେଇ ଚର୍ଚ୍ଚା ଜୋର ଧରିଛି । ଦିନ ଗଡ଼ିବା ସହ ପ୍ରଶଂସକଙ୍କ ମଧ୍ୟରେ 'ଗଦ୍ଦର ୨'କୁ ନେଇ କ୍ରେଜ୍ ବଢୁଛି। ବକ୍ସ ଅଫିସରେ ଫିଲ୍ମଟି ମଧ୍ଯ ଭଲ ବ୍ୟବସାୟ କରୁଥିବା ଦେଖିବାକୁ ମିଳିଛି । 'ଗଦ୍ଦର ୨' (Gadar 2) ଦେଖିବା ପାଇଁ ହଲରେ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ଫିଲ୍ମଟି ରିଲିଜ୍ ହେବା ଦିନଠାରୁ ଦର୍ଶକଙ୍କ ଢେର ଭଲ ପାଇବା ସହ ବକ୍ସ ଅଫିସରେ ମଧ୍ଯ ଭଲ ରୋଜଗାର କରୁଛି । ତେବେ ଏହି ଫିଲ୍ମର ସବୁଠାରୁ ଫେମସ ଗୀତ ମେ ନିକଲା ଗଡ଼ି ଲେକେର ଡ୍ୟାନ୍ସ କରିଛନ୍ତି ସୋସିଆଲ ମିଡିଆ ସେନସେସନ କିଲ୍ଲି ଓ ନିମା ପଲ୍

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link