Komodo Dragon Attack: ଛେଳିକୁ ଜୀବନ୍ତ ଗିଳି ଦେଲା ଗୋଧି; ଜୋରଦାର ଭାଇରାଲ୍ ହେଉଛି ଏହି ଭିଡିଓ

ଜୀ ଓଡ଼ିଶା ଡେସ୍କ Wed, 24 May 2023-4:49 pm,

Komodo Dragon Attack Video: ଗୋଧି ଶିକାରର ଏହି ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ମାତ୍ର ୩୨ ସେକେଣ୍ଡର ଏହି ଭିଡିଓକୁ ୧୧ ମିଲିୟନରୁ ଅଧିକ ଅର୍ଥାତ୍ ଏପର୍ଯ୍ୟନ୍ତ ୧.୧ କୋଟି ଥର ଦେଖାଯାଇସାରିଲାଣି। ଏହି ଭିଡିଓରେ ଦେଖିପାରିବେ ଯେ ଏକ ବଡ଼ ଗୋଧି ଛେଳିକୁ କିପରି ଜୀବନ୍ତ ଗିଳି ଦେଉଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link