Video: ଗୋଧିକୁ ଦେଖି ଛୁ ମାରିଲା ଜଙ୍ଗଲର ରାଜା, ଦେଖନ୍ତୁ ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Sat, 23 Sep 2023-11:06 pm,

Video: ଜଙ୍ଗଲର ରାଜା ମନରେ ଛନକା । ଯାହାକୁ ସଭିଏଁ ଡରନ୍ତି ତାର ମନରେ ବି ଭୟ । ଏ ହେଉଛି ଜଙ୍ଗଲ ଦୁନିଆର ଭିତିରି କଥା । ନଦୀକୁ ପାଣି ପିଇବାକୁ ଆସିଥିବା ସମୟରେ ସିଂହ ହାବୁଡରେ ପଡିଗଲା ଗୋଧି । ଦେଖିବା ପରେ ଦୌଡି ପଳାଇଲା ସିଂହ । ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଏହି ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link