Konark Utsav: କୋଣାର୍କ ଉତ୍ସବର ପ୍ରଥମ ସଂଧ୍ୟାରେ ମନମୋହିଲା ଓଡ଼ିଶୀ ଓ ଭାରତ ନାଟ୍ୟମ

Sat, 02 Dec 2023-2:13 pm,

ଉଦଘାଟିତ ହୋଇଛି କୋଣାର୍କ ମହୋତ୍ସବ ୨୦୨୩ ।କୋଣାର୍କ ଉତ୍ସବର ପ୍ରଥମ ସଂଧ୍ୟାରେ ମୁକ୍ତ ଅ।କାଶ ରଙ୍ଗ ମଂଚରେ ପ୍ରର୍ଦଶିତ ହୋଇଛି ଓଡିଶୀ ଓ ଭାରତ ନାଟ୍ୟମ । ରଙ୍ଗ ବେରଙ୍ଗ ଆଲୋକ ସାଜ ସଜ୍ଜା ଓ ସୁସଜ୍ଜିତ ପରିବେଶରେ ବେଶ୍ ମନଭରି ଉପଭୋଗ କରିଛନ୍ତି ଉପସ୍ଥିତ ଦର୍ଶକ। କଟକରୁ ଅ।ସିଥିବା ସୁର ମନ୍ଦିର ଗ୍ରୁପ ର କଳାକାରଙ୍କ ଦ୍ଵାରା ପରିବେଷିତ ଓଡିଶୀ ନୃତ୍ୟ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଥିଲା।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link