Bus Accident: କୁଆଖିଆ ନିକଟ ବସ୍ ଦୁର୍ଘଟଣାର ବଡ଼ କାରଣ, ଓଭରଟେକ୍ କାରଣରୁ ଓଲଟିଥିଲା ବସ୍

Tue, 16 Apr 2024-7:00 pm,

ଯାଜପୁର ବାରବାଟୀ- କୁଆଖିଆ ନିକଟ ୧୬ ନମ୍ୱର ଜାତୀୟ ରାଜପଥରେ ଘଟିଥିବା ବସ୍ ଦୁର୍ଘଟଣାର କାରଣ ସାମ୍ନାକୁ ଆସିଛି । ଡ୍ରାଇଭରଙ୍କ ଭୁଲ୍ କାରଣରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଏକ ଗାଡିକୁ ଓଭରଟେକ୍ କରିବା ସମୟରେ ଡ୍ରାଇଭର ଭାରସ୍ୟାମ ହରାଇଥିଲେ । ଫଳରେ ଓଭରବ୍ରିଜ କଡରେ ଥିବା ଲୁହା ପୋଲରେ ପିଟି ହୋଇ ବସଟି ଓଲଟି ପଡିଥିଲା । ସେଥିରେ ୫ଜଣଙ୍କପ ମୃତ୍ୟୁ ହେବା ସହ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଆହତ ଏବଂ ଗୁରୁତରମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ କରାଯାଉଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link