Tusu Parab: କୁଡ଼ୁମି ସଂପ୍ରଦାୟର ନିଆରା ଟୁସୁ ପର୍ବ, ଜାଣନ୍ତୁ କେମିତି କରାଯାଏ ପାଳନ

Wed, 17 Jan 2024-4:00 pm,

Tusu Parab: ପବିତ୍ର ପୂଣ୍ୟ ତିଥି ମକର ସଂକ୍ରାନ୍ତିକୁ ଆମ ଦେଶର ବିଭିନ୍ନ ପ୍ରନ୍ତର ରେ ଭିନ୍ନ ଭିନ୍ନ ପର୍ବ ଭାବରେ ପାଳିତ ହୋଉଥିବା ବେଳେ , କେନ୍ଦୁଝର ଜିଲ୍ଲାର କୁଡୁମୀ ତଥା ମହାନ୍ତ ସଂପ୍ରଦାୟର ନାରୀ ମାନେ ଏହାକୁ ଟୁସୁ ପର୍ବ ଭାବେ ପାଳନ କରିଥାନ୍ତି । ଟୁସୁ କୌଣସି ଠାକୁରାଣୀ ବା ଦେବୀ ନୁହନ୍ତି , ସେ ଜଣେ ନାରୀ , ନରୀ ଧର୍ମର ପରାକାଷ୍ଠା ବଜାୟ ରଖିଥିବା ଟୁସୁଙ୍କ ସତୀତ୍ବ ଓ ସ୍ବଭିମାନର ପ୍ରତୀକ ଭାବେ କିଡୁମୀ ତଥା ମହାନ୍ତ ସଂପ୍ରଦାୟର ନାରୀ ମାନେ ବର୍ଷ ବର୍ଷ ଧରି ଏହି ଟୁସୁ ପର୍ବ ପାଳନ କରି ଆସୁଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link