Kulhad Pizza Couple viral video: କାନ୍ଦି କାନ୍ଦି ଭାଇରାଲ ଭିଡିଓ ପଛର ସତ କହିଲେ କୁଲ୍ହଡ ପିଜା କପଲ୍..

ପ୍ରିୟମ୍ବଦା ରଣା Sat, 23 Sep 2023-3:06 pm,

Kulhad Pizza Couple viral video: କାନ୍ଦି କାନ୍ଦି ଭାଇରାଲ ଭିଡିଓ ପଛର ସତ କହିଲେ କୁଲ୍ହଡ ପିଜା କପଲ୍..ପ୍ରସିଦ୍ଧ କୁଲହଡ୍ ପିଜା ସେହଜ ଆରୋରା ଇନଷ୍ଟାଗ୍ରାମରେ ଏକ ଭିଡିଓ ଜାରି କରି ୟୁଟ୍ୟୁବର୍ କରଣ ଦତ୍ତଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିଜର ବ୍ୟକ୍ତିଗତ ଭିଡିଓ ଭାଇରାଲ କରିଥିବା ଅଭିଯୋଗ କରିଛନ୍ତି। ପଞ୍ଜାବର ଜଲନ୍ଧରର କୁଲହଡ ପିଜା ମାଲିକ ଏକ ଭାବପ୍ରବଣ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ କାନ୍ଦିବା ସହ ଲୋକଙ୍କୁ ଅନୁରୋଧ କରିଥିଲେ। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link