Madhumita Parida Death Case: ‘ମମି Sorry’ ଦୁନିଆ ଛାଡ଼ିବା ପୂର୍ବରୁ ମଧୁମିତାଙ୍କ ଶେଷ କଥା, ଦେଖନ୍ତୁ ଏହି ଭିଡିଓ

ପ୍ରିୟମ୍ବଦା ରଣା Thu, 25 Jul 2024-1:32 pm,

Lady Journalist Madhumita Parida: ଟ୍ରେନରେ କଟି ଜୀବନ ହାରିଲେ ୱେବ ସାମ୍ବାଦିକା । ତାଙ୍କ ନା ମଧୁମିତା ପରିଡା ବୋଲି ଜଣାପଡିଛି । ପାରିବାରିକ କଲହରୁ ରେଳ ଧାରଣାରେ ଆତ୍ମହତ୍ୟା କରିଥିବା ସୂଚନା। ବାପୁଜୀନଗର ରେଳ ଧାରଣାରୁ ଖଣ୍ଡବିଖଣ୍ଡିତ ମୃତ ଦେହ ଉଦ୍ଧାର କରିଛି ପୋଲିସ । ଘଟଣା ସ୍ଥଳରେ GRP ଓ କ୍ୟାପିଟାଲ ଥାନା ପୋଲିସ ପହଂଚି ତଦନ୍ତ କରୁଛନ୍ତି । ସୂଚନା ଅନୁଯାୟୀ ସାମ୍ବାଦିକା ମଧୁମିତା ପରିଡା କିଛି ଦୀନ ହେବ ବିବାହ କରିଥିଲେ । ୫ ବର୍ଷ ସମ୍ପର୍କ ରେ ରହିବା ପରେ ସେ ବିବାହ କରିଥିଲେ । ଆତ୍ମହତ୍ୟା ପୂର୍ବରୁ ସୋସିଆଲ ମିଡ଼ିଆରେ ଭିଡିଓ ସେୟାର କରିଥିଲେ ମଧୁମିତା । ଭିଡିଓ ରେ ସେ ସମସ୍ତଙ୍କୁ କ୍ଷମା ମାଗିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link