Security Breach: ସଂସଦ କାଣ୍ଡର ‘ମାଷ୍ଟରଜୀ’ଙ୍କ ମାଷ୍ଟର ପ୍ଲାନରେ ଥିଲା ଆତ୍ମଦାହର ପ୍ଲାନିଂ

Sun, 17 Dec 2023-6:00 pm,

ଡିସେମ୍ବର 13 ରେ ସଂସଦର ସୁରକ୍ଷା ଭଙ୍ଗ କରି ସଂସଦକୁ ଧୁଆଁଧୁଆଁ କରିଥିବା ଗୋଷ୍ଠୀ କେବଳ ଗୋଟିଏ ପ୍ଲାନେରେ କାମ କରୁନଥିଲେ । ସେମାନେ ପ୍ଲାନ୍ ଏ,ପ୍ଲାନ ବି ଏମିତି ଅନେକ ଯୋଜନା ପ୍ରସ୍ତୁତ କରିଥିଲେ । ଲୋକସଭା କକ୍ଷ ମଧ୍ୟକୁ ଡେଇଁବା ଏବଂ ସ୍ମୋକ୍ କ୍ୟାନ୍ ଫାୟାର କରିବା ସେମାନଙ୍କ ପ୍ଲାନ୍ ବି ଥିଲା । ପ୍ଲାନ୍ ଏ ଥିଲା ସଂସଦ ଭିତରେ ଓ ବାହାରେ ନିଜ ଦେହରେ ନିଆଁ ଲଗାଇବା ସହିତ ପ୍ରଚାରପତ୍ର ଫୋପାଡ଼ିବା । ନିଜ ଦେହରେ ନିଆଁ ଲଗାଇବା ପୂର୍ବରୁ ସେମାନେ ଦେହରେ ନିଆଁରୁ ସୁରକ୍ଷା ଦେଉଥିବା ଜେଲ ଲଗାଇଥାନ୍ତେ । କିନ୍ତୁ ଜେଲ୍ ନମିଳିବାରୁ ପ୍ଲାନ୍ ବି’ ଉପରେ କାମ ଆରମ୍ଭ ହୋଇଥିଲା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link