ମାଗଣା ମହାପ୍ରସାଦ ଏବଂ ରତ୍ନଭଣ୍ଡାର GPR ରିପୋର୍ଟ ନେଇ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 14 Oct 2024-11:27 am,

ପୁରୀ: ଶ୍ରୀ ଜଗନ୍ନାଥ ମନ୍ଦିରରେ ଭକ୍ତଙ୍କୁ ଦିଆଯିବ ମାଗଣା ମହାପ୍ରସାଦ କୁଡ଼ୁଆ । ଏହି ଯୋଜନା ଖୁବ୍‌ ଶୀଘ୍ର ଆରମ୍ଭ କରିବେ ରାଜ୍ୟ ସରକାର। ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଦୂରଦୂରାନ୍ତରୁ ଆସୁଥିବା ଭକ୍ତଙ୍କୁ ଏହି ମହାପ୍ରସାଦ କୁଡ଼ୁଆ ବଣ୍ଟାଯିବ । ଏଥିପାଇଁ ପ୍ରସ୍ତୁତି ଏବଂ ଆଲୋଚନା ଆରମ୍ଭ କରାଯାଇଥିବା କହିଛନ୍ତି ଆଇନ୍‌ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link