Lawrence Bishnoi Viral Video: ଲରେନ୍ସ ବିଷ୍ଣୋଇ ଛାଡ଼ିଲେ ନୂଆ ଭିଡିଓ...ପୂରା ଦେଶ ଚକିତ...

ପ୍ରିୟମ୍ବଦା ରଣା Mon, 14 Oct 2024-8:20 pm,

Lawrence Bishnoi Viral Video: ମୁମ୍ବାଇରେ ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ଏବେ ଚର୍ଚ୍ଚାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ। ବାବା ସିଦ୍ଦିକି ହତ୍ୟାକାଣ୍ଡରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ଜଡିତ ଥିବା ଦାବି କରିଛନ୍ତି। ଏହାରି ମଧ୍ୟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଦେଖନ୍ତୁ ଏହି ଭାଇରାଲ ଭିଡିଓ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link