Video: ସହଜରେ ଶିଖନ୍ତୁ ଚିରିଂ ଚିରିଂ ଗୀତର ଷ୍ଟେପ୍, ଦେଖନ୍ତୁ ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Sat, 31 Aug 2024-7:15 pm,

Video: ଦଶହରା ବଜାରରେ ଆସିବାକୁ ଯାଉଛି ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଅଭିନିତ ସିନେମା 'କର୍ମ' । ଏହି ସିନେମାକୁ ନେଇ ବର୍ତ୍ତମାନ ଯେତିକି ଚର୍ଚ୍ଚା ଆଲୋଚନା ଚାଲିଛି ବର୍ତ୍ତମାନ ସେତିକି ଚର୍ଚ୍ଚା ଗୀତ 'ଚିରିଂ ଚରିଂ ନିଶାଟା ଚଢିଲା'କୁ ନେଇ ଆରମ୍ଭ ହୋଇଯାଇଛି । କାରଣ ସୋସିଆଲ ମିଡିଆରେ ଖୋଲିଲେ ବର୍ତ୍ତମାନ ଅନେକ ରିଲ୍ସ ଆଖି ସାମ୍ନାକୁ ଆସିଯାଉଛି । ଏହି ଗୀତ ବର୍ତ୍ତମାନ ଟ୍ରେଣ୍ଡିରେ ରହିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link