Odisha Election 2024: `ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡିଶା ପ୍ରତ୍ୟାଖ୍ୟାନ କରିଥିଲା, ସେ ବିହାର ଓ ମଧ୍ୟପ୍ରଦେଶରୁ ରାଜ୍ୟସଭା ଯାଇଛନ୍ତି`

ପ୍ରିୟମ୍ବଦା ରଣା Wed, 01 May 2024-5:19 pm,

Odisha Election 2024: ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡିଶା ପ୍ରତ୍ୟାଖ୍ୟାନ କରିଥିଲା |ସେଥିପାଇଁ ସେ ବିହାର ଓ ମଧ୍ୟପ୍ରଦେଶରୁ ଯାଇ ରାଜ୍ୟସଭା ଯାଇଛନ୍ତି |ସେ ଜଣେ ଭାରି କୁହାଲିଆ ନେତା ବୋଲି ଆଜି ଏକ ପ୍ରେସ ବିବୃତି ରେ କହିଛନ୍ତି ବିଜେଡି ର ବରିଷ୍ଠ ନେତା ଲେନିନ ମହାନ୍ତି |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link