Heart touching Video: ମଣିଷ-ଚିତାବାଘର ଏପରି ବନ୍ଧୁତା କେବେ ଦେଖି ନଥିବେ? ଦେଖନ୍ତୁ ଏହି ହୃଦୟସ୍ପର୍ଶୀ ଭିିଡିଓ

ଜୀ ଓଡ଼ିଶା ଡେସ୍କ Thu, 10 Aug 2023-8:51 pm,

Heart Touching Video: ଏହି ଭିଡିଓ ସେୟାର କରି ସନ୍ଦେଶ କଦୁର ଲେଖିଛନ୍ତି, 'ଭାରତର ସୁଦୂର ଉତ୍ତର-ପୂର୍ବରେ କାମ କରିବାବେଳେ ମୁଁ ଏହି ଦୁଇ ଅନାଥ ପିଲାଙ୍କ ମେଘୁଆ ଚିତାବାଘର କାହାଣୀ ସାମ୍ନାକୁ ଆସିଥିଲି, ଯେଉଁମାନେ ମୋର ପ୍ରାଣୀ ଚିକିତ୍ସକ @wildlifetrustofindia ରୁ ଉଦ୍ଧାର ହୋଇଥିଲେ ଓ ଋକଭରି କରିବା ପ୍ରକ୍ରିୟାରେ ଅଛନ୍ତି । କଦୁର ଏହି ବନ୍ୟଜନ୍ତୁଙ୍କ ବିଷୟରେ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଥିଲେ । ଦେଖନ୍ତୁ ଏହି ଭାଇରାଲ ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link