Video: ଏନକ୍ଲୋଜର ଭିତରେ ପଡିଗଲା ଛୋଟ ପିଲାର ଜୋତା, ଫେରାଇଦିଲା ହାତୀ

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 29 Sep 2023-6:54 pm,

Video: ସୋସିଆଲ ମିଡିଆର ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ, ହାତୀ କିପରି ଏକ ଛୋଟ ପିଲାର ଜୋତା ଫେରାଉଛି। ପିଲାଟି ହାତୀକୁ ଦେଖିବାକୁ ଏନକ୍ଲୋଜର ପାଖକୁ ଯାଇଥିବା ସମୟରେ ଭୁଲରେ ଜୋତା ଖସିପଡିଥିଲା । ହାତୀର ନଜରରେ ତାହା ପଡିବା ପରେ ସେ ତୁରନ୍ତ ଫେରାଇଦେଇଥିଲା । ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରିବା ସହ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ହାତୀର ବୁଝିବା ଶକ୍ତି ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି । ସୁଶାନ୍ତ ନନ୍ଦ ନାମକ ଜଣେ ବନ ଅଧିକାରୀ ଏହି ଭିଡିଓଟିକୁ ସେୟାର କରିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link