Video: ରାସ୍ତାରେ ଦେଖାଦେଲେ ପ୍ରଭୁ ଜଗନ୍ନାଥ, ଅନୁଭୂତି ବଖାଣିଲେ ଅଭିନେତା ପୁପିନ୍ଦର

ସୌଭାଗ୍ୟ ରଞ୍ଜନ ମିଶ୍ର Wed, 11 Sep 2024-8:40 pm,

Video: ଓଲିଉଡ ଅଭିନେତା ପୁପିନ୍ଦର ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଅପଲୋଡ କରିଛନ୍ତି ଯାହା ଲୋକଙ୍କୁ ଖୁବ୍ ପ୍ରଭାବିତ କରିଛି । ଏକ କାରରେ କୌଣସି ଏକ ସ୍ଥାନକୁ ଯାତ୍ରା କରିବା ସମୟରେ ପୁପିନ୍ଦରଙ୍କ ସାମ୍ନାରେ ଏକ ମାଲ ବୋଝେଇ ଗାଡି ଯାଉଥିଲା । ସେଥିରେ ଦୁଇଟି ପାଇପ୍ କୁ ଏପରି ଢଙ୍ଗରେ ରଖାଯାଇଥିଲା ଯେ, ତାହା ପ୍ରଭୁ ଜଗନ୍ନାଥଙ୍କ ଆଖି ପରି ଦୃଶ୍ୟମାନ ହୋଇଥିଲା । ଏପରି ଏକ ନିଆରା ଦୃଶ୍ୟକୁ ନିଜେ ପୁପିନ୍ଦର ମୋବାଇଲ କ୍ୟାମେରା ମାଧ୍ୟମରେ ତତକ୍ଷଣାତ ରେକର୍ଡ କରିଥିଲେ । ଯାହା ଏବେ ଭାଇରାଲ୍ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link