Rath Yatra 2024: ଆତୁର ହେଲାଣି ଚକା ଡୋଳିଆ, ରଥ ଟାଣିବାକୁ ଜନସମୁଦ୍ର ପାଲଟିଲା ସିଂହଦ୍ୱାର

Sun, 07 Jul 2024-4:26 pm,

ସରିଲା ମହାପ୍ରଭୁଙ୍କ ପହଣ୍ଡି ବିଜେ । ତିନି ରଥରେ ବିରାଜମାନ କଲେ ଠାକୁର । ଭକ୍ତଙ୍କ ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହୋଇ ଉଠୁଛି ବଡ଼ଦାଣ୍ଡ । ଭକ୍ତଙ୍କ ଜନସମୁଦ୍ର ମଧ୍ୟରେ ଜୟ ଜଗନ୍ନାଥ ଧ୍ବନିରେ ଗଗନ, ପବନ ପୁଲକିତ ହୋଇ ଉଠୁଛି । ସମସ୍ତଙ୍କ ମୁଖରେ ଠାକୁରଙ୍କ ନାମ । ମହାପ୍ରଭୁଙ୍କ ନୀତିକାନ୍ତି ସରିବା ସହ ତିନି ରଥରେ ବିଜେ କରିବା ପରେ କିଛି ସମୟ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଛେରା ପହଁରା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link