Netharland Ratha Yatra: ନେଦରଲାଣ୍ଡରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଥଯାତ୍ରା

Tue, 09 Jul 2024-4:52 pm,

ନେଦରଲାଣ୍ଡ ରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଥ ଯାତ୍ରା ଉତ୍ସବ ପାଳନ | ନେଦରଲାଣ୍ଡ ରେ ଥିବା ପ୍ରବାସୀ ଓଡ଼ିଆ ମାନେ ଜଗନ୍ନାଥଙ୍କ ରଥଯାତ୍ରା ଆୟୋଜନ କରିଥିଲେ | ଏହି ଅବସରରେ ନେଦରଲାଣ୍ଡ ର କୋଣ ଅନୁକୋଣରୁ ଶତାଧିକ ଓଡ଼ିଆ ଏବଂ ଅଣଓଡ଼ିଆ ସେମାନଙ୍କ ପରିବାର, ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସହ ଯୋଗ ଏହି ପବିତ୍ର ରଥଯାତ୍ରା ରେ ଯୋଗ ଦେଇ ଜଗତର ନାଥ ଜଗନ୍ନାଥ ଙ୍କ ର ଆଶୀର୍ବାଦ ନେଇ ଥିଲେ | ନେଦାରଲେଣ୍ଡ ର ରାଇସ୍ୱାଇକ୍ ସହରର ଦି ଇଭେନ୍ଟ ପ୍ଲାଜା ଅଡିଟୋରିୟମ୍ ରେ ରଙ୍ଗୀନ ପିପିଲି ଚାନ୍ଦୁଆ, ଫୁଲ, ଆମ୍ବ ପତ୍ର, ମୁରୁଜ, ଚିତା, ଓଡିଶାର ପାରମ୍ପରିକ ଚିତ୍ର କଳା ସହିତ ଅତିସୁନ୍ଦର ଭାବେ ସଜାଯାଇଥିଲା, ଯାହାକି ସମସ୍ତଙ୍କୁ ଓଡିଶାର ଅନୁଭୂତି ଆଣିଦେଉଥିଲା

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link