Viral Video: ସୋସିଆଲ ମିଡିଆରେ ଭାଇରାଲ ହେଉଛି ବାବୁସାନ ମହାନ୍ତି ପୁଅଙ୍କର ଏହି ଭିଡିଓ....

ପ୍ରିୟମ୍ବଦା ରଣା Wed, 28 Aug 2024-4:57 pm,

Viral Video: ଆକ୍ଟର ବାବୁସାନ ମହାନ୍ତିଙ୍କୁ ଓଡ଼ିଶାରେ କିଏ ନଜାଣେ। ଅଭିନେତା ହିସାବରେ ଯେତିକି ପରିଚିତ ସେତିକି ପରିଚିତ ଅଭିନେତା ଉତ୍ତମ ମହାନ୍ତି ଓ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ପୁଅ ହିସାବରେ ପ୍ରତିଟି ଘରେ ଘରେ ସେ ଏକ ଜଣାଶୁଣା ଚେହେରା । ତେବେ ବାବୁସାନ ନିଜ ଇନଷ୍ଟାଗ୍ରାମରେ ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି। ସେ ତାଙ୍କ ପୁଅ ଗୁହାନଙ୍କର ପ୍ରଭୁ ଶ୍ରୀକୃଷ୍ଣଙ୍କ ବେଶରେ ଏକ ଭିଡିଓ ସେୟାର କରିଛନ୍ତି, ଯାହାକୁ ଲୋକମାନେ ଖୁବ୍ ପସନ୍ଦ କରୁଛନ୍ତି। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link