MP: ୧୦ ଲକ୍ଷ ମୂଲ୍ୟର କାରରେ ଆସି ୧୫୦ଟଙ୍କାର ଲୁଣ ଚୋରି କରିନେଲା ୪ ଚୋର, ଭିଡିଓ ଭାଇରାଲ

ଜୀ ଓଡ଼ିଶା ଡେସ୍କ Thu, 01 Jun 2023-8:47 pm,

Madhya Pradesh: ସୁନା-ରୂପା, ଟଙ୍କା ଓ ଦାମୀ ଜିନିଷ ଚୋରିର ଅନେକ ଛୋଟ ଓ ବଡ ଘଟଣା ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ । କିନ୍ତୁ ମଧ୍ୟପ୍ରଦେଶରେ ଏକ ଚୋରି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଠାରେ ୪ ଜଣ ଚୋର ୧୦ ଲକ୍ଷ ମୂଲ୍ୟର କାରରେ ଆସି ଏକ ଦୋକାନରୁ ୧୫୦ ଟଙ୍କା ମୂଲ୍ୟର ଲୁଣ ଚୋରି କରି ନେଇଥିଲେ । ବର୍ତ୍ତମାନ ପୋଲିସ୍ ସେମାନଙ୍କୁ ଖୋଜୁଛି । ଏହାର ସିସିଟିଭି ଫୁଟେଜ ମଧ୍ୟ ଭାଇରାଲ ହେଉଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link