Courtroom Video: ହାଇକୋର୍ଟରେ ବିଚାରପତି ଓ ଓକିଲଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ, ଆପଣ ଦେଖିଛନ୍ତି କି ଏହି ଭିଡିଓ

ଜୀ ଓଡ଼ିଶା ଡେସ୍କ Wed, 24 May 2023-4:31 pm,

Senior Lawyer Fights with HC Judge Video: ବିଚାରପତି ଓ ଓକିଲଙ୍କ ମଧ୍ୟରେ ହୋଇଥିବା ଏହି ତୀବ୍ର ଯୁକ୍ତିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ସେୟାର କରାଯାଇଛି । ଆପଣ ଦେଖନ୍ତୁ ଏହି ଭଡ଼ିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link