Video: ମଞ୍ଚ ଉପରେ ଜିଅନ୍ତା ପକ୍ଷୀ ଖାଇଲେ, ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 18 Oct 2024-5:02 pm,

Video: ଦୁର୍ଗା ପୂଜା ଅବସରରେ କୋଟଗଡରେ ଏକ ମହାଭାରତ ଶୋ' ଚାଲିଥିବା ସମୟରେ ଅଭିନେତା ଜଣଙ୍କ ମଞ୍ଚ ଉପରେ କଞ୍ଚା ମାଂସ ଭକ୍ଷଣ କରିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । କିଛି ଦର୍ଶକ ଏହାକୁ ନାପସନ୍ଦ କରୁଥିବା ଦେଖିବାକୁ ମିଳିଛି । କମେଣ୍ଟ ବକ୍ସରେ ସୋସିଆଲ ମିଡିଆ ୟୁଜର ମାନେ ନିଜର ମତାମତ ଦେଉଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link