Dhanuyatra: ଧନୁଯାତ୍ରାର ନବମ ଦିନରେ ମୁନିଋଷିଙ୍କ ଉପରେ ଅତ୍ୟାଚାର କରୁଛନ୍ତି ମହାରାଜା କଂସ

Wed, 24 Jan 2024-3:13 pm,

ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାର ନବମ ଦିନରେ ମହାରାଜା କଂସ ନଗର ଭ୍ରମଣରେ ବହାରି ଥିବା ବେଳେ ହଠାତ ତାଙ୍କ ଗୁପ୍ତଚର ଠାରୁ ଖବର ପାଇଥିଲେ ଯେ ମଥୁରା ନରେଶ ମହାରାଜ କଂସ ଙ୍କ ନଗରୀରେ କିଛି ମୁନି ରୁଷୀ ମାନେ ଭଗବାନ ଶ୍ରୀ କୃଷ୍ଣଙ୍କର ଜୟଗାନ କରିବା ସହିତ ନାମ ସଙ୍କୀର୍ତ୍ତନ କରୁଛନ୍ତି ଏବଂ ବିରାଟ ବିରାଟ ବୃକ୍ଷ କାଟି ଯଜ୍ଞକୁଣ୍ଡରେ ଆହୁତି ଦେଇ ଗଛ ଗୁଡିକୁ ଜାଳେଣୀ କାଠ ହିସାବରେ ପୋଡି ନଷ୍ଟ କରିପକାଉଛନ୍ତି | ତେବେ ମହାରାଜା କଂସ ଏହି ଖବର ପାଇବା ମାତ୍ରେ ଛୁଟି ଆସିଥିଲେ ମଥୁରା ନଗରୀର ଆମ୍ରବନକୁ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link