Kedarnath Landslide: କେଦାରନାଥରେ ବଡ଼ ଭୂସ୍ଖଳନ, ଦେଖୁ ଦେଖୁ ଆଖି ସାମ୍ନାରେ ମାଟିତଳେ ଦବିଗଲେ ଲୋକ

Fri, 04 Aug 2023-8:39 pm,

Major landslide hits Kedarnath Yatra route, many people missing । କେଦାରନାଥରେ ଭୟଙ୍କର ଭୂସ୍ଖଳନ । ରାସ୍ତା ଉପରେ ଖଣ୍ଡ ଖଣ୍ଡ ହୋଇ ଗଳିପଡ଼ିଲା ପାହାଡ । ଏହି ସମୟରେ ଟୁର୍ ରେ ଯାଇଥିବା ପର୍ଯ୍ୟଟକ ମାନେ ନିଖୋଜ ଅଛନ୍ତି । ଯାହାଙ୍କୁ ଉଦ୍ଧାର କରିବାକୁ ଯାଇ ସର୍ଚ୍ଚ ଅପରେସନ ଜାରି ରହିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link