Viral Video: ଛାତରୁ ଡେଇଁ ଜୀବନ ହାରିଲେ ଅଭିନେତ୍ରୀ ମଲାଇକା ଅରୋରାଙ୍କ ବାପା, ଦେଖନ୍ତୁ ଏହି ଭାଇରାଲ ଭିଡିଓ...

ପ୍ରିୟମ୍ବଦା ରଣା Wed, 11 Sep 2024-2:21 pm,

Malaika Arora Father Death: ଅଭିନେତ୍ରୀ ମଲାଇକା ଆରୋରାଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ଦୀର୍ଘ ଦିନ ଧରି ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଗୁଜବ ସାମ୍ନାକୁ ଆସୁଥିଲା। ଅରବାଜ ଖାନଙ୍କ ସହ ଛାଡ଼ପତ୍ର ପରେ ବଏଫ୍ରେଣ୍ଡ ଅର୍ଜୁନ୍ କପୁରଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ସେ ସବୁବେଳେ ସୋସିଆଲ ମିଡିଆରେ ଟ୍ରୋଲିଂର ସାମ୍ନା କରୁଥିଲେ। ଏପରି ସମୟରେ ଅଭିନେତ୍ରୀଙ୍କ ବାପାଙ୍କ ଦେହାନ୍ତ ଖବର ସାମ୍ନାକୁ ଆସିଛି। ମଲାଇକା ଆରୋରାଙ୍କ ବାପା ଅନିଲ ଆରୋରା ଆତ୍ମହତ୍ୟା କରିଛନ୍ତି। ସେ ଆଜି ସକାଳ ପ୍ରାୟ ୯ ଟା ସମୟରେ ତାଙ୍କ ମୁମ୍ବାଇ ଘରୁ ଡେଇଁପଡି ଜୀବନ ହାରିଥିଲେ। ଅଭିନେତ୍ରୀଙ୍କ ବାପା ଛାତରୁ ଡେଇଁ ଆତ୍ମହତ୍ୟା କରିବା ଖବର ଏବେ ସମସ୍ତଙ୍କୁ ଚକିତ କରିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link